X
Breaking News
ନ୍ୟୁଜ୍

ସର୍ଟ ସର୍କିଟ ହୋଇ ଜଳିଗଲା ମାଲବାହୀ ପିକ୍‌ଅପ୍‌ ଭ୍ୟାନ୍‌

fire

ଅନୁଗୁଳ: ଜଳିଗଲା ପିକ୍ଅପ୍‌ ଭ୍ୟାନ୍‌ । ଅନୁଗୁଳ ଜିଲ୍ଲା ନିଶା ଥାନା ନତଡା ଗାଁ ନିକଟରେ ଗାଡ଼ିରେ ସର୍ଟ ସର୍କିଟ ହୋଇ ଜଳିଗଲା ମାଲବାହୀ ପିକଅପ୍ ଭ୍ୟାନ୍ । ଫଳରେ ଗାଡ଼ିରେ ଥିବା ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତିଯାଇଛନ୍ତି । ଖବର ପାଇ ଅନୁଗୁଳ ଦମକଳ ବାହୀନି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ଏହି ଭ୍ୟାନଟି ହଳଦୀ ଗ୍ରାମର ବୋଲି ଜଣାପଡିଛି । ଗାଡିରେ ଥିବା ସମସ୍ତ ଜିନିଷ ଜଳିଯାଇଥିବା ସୂଚନା ମିଳିଛି । ଯାହାଫଳରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତି ଜଳିଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top