ନ୍ୟୁଜ୍

ସିଲ ହେଲା ଖୋର୍ଦ୍ଧା-ଗଞ୍ଜାମ ଜିଲ୍ଲା ବର୍ଡର

ଖୋର୍ଦ୍ଧା : ସିଲ ହେଲା ଖୋର୍ଦ୍ଧା-ଗଞ୍ଜାମ ଜିଲ୍ଲା ବର୍ଡର । ଗଞ୍ଜାମବାସୀଙ୍କୁ ଭୁବନେଶ୍ୱର ଯିବା ଉପରେ କଟକଣା ଲାଗିଛି । ଜିଲ୍ଲାରେ କରୋନାର ଭୟାବହ ସ୍ଥିତିକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଏ ନେଇ ଜିଲ୍ଲାପାଳ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

ସେପଟେ ଏମକେସିଜିର OPDକୁ ବନ୍ଦ କରାଯାଇଛି । କେବଳ ହସ୍ପିଟାଲ କର୍ମଚାରୀ, ଜରୁରୀକାଳୀନ ରୋଗୀଙ୍କୁ ହିଁ ପ୍ରବେଶ ଅନୁମତି ମିଳିବ । ମେଡିକାଲ କ୍ୟାମ୍ପସର ପ୍ରବେଶ ପଥରେ ପୋଲିସ ମୁତୟନ କରାଯାଇଛି । ତେବେ କେବଳ ରେଫେରାଲ,ଏମର୍ଜେନ୍ସି କ୍ଷେତ୍ରରେ ରୋଗୀ ହସ୍ପିଟାଲ ଆସିପାରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top