ନ୍ୟୁଜ୍

ବଲାଙ୍ଗୀରରେ ଗଡିଲା ଘରୋଇ ବସ

ବଲାଙ୍ଗୀର: ବଲାଙ୍ଗୀରରେ ଘରୋଇ ବସ ରାସ୍ତାରେ ଗଡିବା ଆରମ୍ଭ କରିଛି ।  ସାରାରାଜ୍ୟ ଲକଡାଉନ ଥିବା ବେଳେ ଦିନକୁ ଦିନ କରୋନା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେବେ ସେଥିମଧ୍ୟରେ ଦୀର୍ଘ  ୭୦ଦିନ ଧରି କରୋନା ଜନଜୀଵନକୁ ମଧ୍ୟ ଅସ୍ତବ୍ୟସ୍ତ କରି ଦେଇଛି। ତେବେ ସରକାରଙ୍କ ନିର୍ମିତ କରୋନା ସଂକ୍ରମଣ ରୁ ବର୍ତ୍ତିବା ପାଇଁ ଯେଉଁ ବିବରଣୀ ଜାରି କରିଛନ୍ତି ସେହିସବୁ ପଦକ୍ଷେପକୁ ଆଧାର କରି ରାଜ୍ୟ ତଥା ଜ଼ୀଲ୍ଲା ବସ ମାଲିକ ସଂଘ ନିଷ୍ପତ୍ତି କ୍ରମେ ଘରେଇ ବସ  ରାସ୍ତାରେ ଗଡ଼ିଛି ।ସମସ୍ତ ବସକୁ ବିଶୋଧନ କରିବା ସହ ବସ ରେ ଥିବା ଆବଶ୍ୟକ ସିଟ ଅନୁସାରେ ବ୍ୟବସ୍ଥିତ ଭାବରେ ଯାତ୍ରୀ ବସିବେ ଓ ସାମାଜିକ ଦୂରତ୍ୱ ପାଳନ କରି ବସ ଚଳାଚଳ କରିବ ବୋଲି ମଧ୍ୟ ନିଷ୍ପତ୍ତି ନେଇଛି ଘରୋଇ ବସ ମାଲିକ ସଂଘ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top