ନ୍ୟୁଜ୍

ଆଜିଠୁ ଯେକୌଣସି ମୁହୂର୍ତ୍ତରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ

hirakud

ସମ୍ବଲପୁର:  ଆଜି ଠାରୁ ଯେକୌଣସି ମୁହୁର୍ତରେ ଖୋଲିବ ହୀରାକୁଦ ଜଳଭଣ୍ଡାରର ବନ୍ୟାଜଳ । ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ହୀରାକୁଦ ଜଳଭଣ୍ଡାରର ଅଧିକ୍ଷଣ ଯନ୍ତ୍ରୀ। ଆଜି ହୀରାକୁଦ ଜଳଭଣ୍ଡାର କତ୍ତୃପକ୍ଷ ପକ୍ଷରୁ ଏନେଇ ଏକ ପ୍ରେସ  ବିଜ୍ଞପ୍ତି ଜାରି କରିଛନ୍ତି।

ଜୁନ ୧ ତାରିଖରୁ ଅକ୍ଟୋବର ୩୧ ତାରିଖ ମଧ୍ୟରେ ଯେ କୌଣସି ମୁହୂର୍ତ୍ତରେ ଏହି ବନ୍ୟାଜଳ ନିଷ୍କାସନ କରାଯିବ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।ହୀରାକୁଦ ବନ୍ୟା ଜଳ ନିଷ୍କାସନ ବିଭାଗ ପକ୍ଷରୁ ବନ୍ୟା ଜଳ ନିଷ୍କାସନ ପାଇଁ ଏ ନେଇ ରାଜ୍ୟର ବିଭିନ୍ନ ବିଭାଗକୁ ସୂଚନା ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top