ନ୍ୟୁଜ୍

ଆଜି ବସିବ ଅଲାରନାଥଙ୍କ ଅଣସର ବୈଠକ

ପୁରୀ:  ଆଜି ବସିବ ଅଲାରନାଥଙ୍କ ଅଣସର ବୈଠକ। ଚଳିତ ବର୍ଷ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ୫ତାରିଖରେ ମହାପ୍ରଭୁଙ୍କ ଶ୍ନାନ ଯାତ୍ରା ଅନୁଷ୍ଠିତ ହେବାପରେ ୬ତାରିଖ ଠାରୁ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କ ପିଠରେ ଚତୃଧାମୁରତୀ ବେସରେ ଦର୍ଶନ ଦେବେ ମହାପ୍ରଭୁ । ଏହି ସମୟରେ ଅଲାରନାଥଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ମାନଙ୍କର ସମାଗମ ହୋଇଥିଏ ।

ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଖିରି ଖାଇଥାନ୍ତି ଭକ୍ତ ମାନେ। ଏଥିପାଇଁ ଆଜି ସେବାୟତ ଓ ପ୍ରଶାସନ। ମଧ୍ୟରେ ବସିବ ବୈଠକ। କିନ୍ତୁ କରୋନା କଟକଣା ନେଇ ସାଧାରଣ ଦର୍ଶନ ବାଧା ସୃଷ୍ଠି ହୋଇପାରେ ବୋଲି ଆସଙ୍କା କରାଯାଉଛି। ତେବେ ନିଷ୍ପତିକୁ ଅପେକ୍ଷା କରିରହିଛନ୍ତୁ ହଜାର ହଜାର ଶ୍ରଧାଳୁ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top