ଟିଭି

ଅର୍ଗସ ରେଡିଓ ଲଞ୍ଚ କଲା ସଂଗୀତ ଶିବ ଶଙ୍କର, ଶୁଣନ୍ତୁ..

siva shankar

ଭୁବନେଶ୍ୱର: ମହାଶିବ ରାତ୍ରୀ ଉପଲକ୍ଷେ ଅର୍ଗସ ରେଡିଓ ପକ୍ଷରୁ ମୁକ୍ତି ଲାଭ କଲା ସଂଗୀତ ଶିବ ଶଙ୍କର । ସୌଭାଗୀନି ଡିଜିଟାଲ ଆର୍ଟ୍ସ ପକ୍ଷରୁ ପ୍ରସ୍ତୁତ କରଯାଇଥିବା ଏହି ସଂଗୀତକୁ ଲୋକମାନେ ବେଶ୍‌ ପ୍ରସଂସା କରିଛନ୍ତି । ସମସ୍ତେ ଏହି ଗୀତକୁ ଭଲ ପାଇବା ସହ ପ୍ରତ୍ୟେକ ଶିବ ଭକ୍ତ ନିଜ ନିଜ ମୋବାଇଲରେ ଏହାକୁ ବାରମ୍ବାର ଶୁଣୁଛନ୍ତି ।

ଏହି ଗୀତକୁ ସଂଗୀତକାର ମନୋରଞ୍ଜନ ଦାସ ଲେଖିଥିବା ବେଳେ ସ୍ୱର ସଂଯୋଜନା କରିଛନ୍ତି ମାନସ କୁମାର । ଅନ୍ୟପଟେ କଣ୍ଠ ଦାନ କରିଛନ୍ତି କଣ୍ଠଶିଳ୍ପୀ ସୁଦିପ୍ତା । ଏଥିରେ ଅଭିନୟ କରିଛନ୍ତି ତନୁଶ୍ରୀ ଓ ସାଥିକଳାକାର ମାନେ । ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଦେବୀ ପ୍ରସାଦ ସତପଥୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top