ନ୍ୟୁଜ୍

ଚାର୍ଜରେ ମୋବାଇଲ ବସାଇ ଭିଡିଓ ଗେମ୍ ଖେଳୁଥିଲେ ଯୁବକ, ଏହାପରେ…

mob

ସମ୍ବଳପୁର: ସମ୍ବଲପୁର ଜିଲ୍ଲା ବୁର୍ଲାରେ ଅଘଟଣ । ମୋବାଇଲ ଫାଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକ ଫାଲଗୁଣ ସେଠି । ଚାର୍ଜରେ ବସାଇ ଗେମ ଖେଳୁଥିବା ବେଳେ ମୋବାଇଲଟି ଫାଟିଯିବାରୁ ଯୁବକଙ୍କ ଡାହାଣ ହାତର ପାପୁଲି ଛିଡି ଯାଇଥିଲା ।

ବାରମ୍ବାର ଚାର୍ଜରେ ବସାଇ କଥା ହେବାକୁ କିମ୍ବା ଗେମ୍ ଖେଳିବାକୁ ବାରଣ ରହିଛି । ଏପରିକି ଶୋଇବା ସ୍ଥାନରେ ମଧ୍ୟ ମୋବାଇଲ ରଖିବାରେ କଟକଣା ରହିଛି । ମାତ୍ର ଏହାକୁ ଅଣଦେଖା କରି ଯୁବପୀଢି ଏପରି କରୁଥିବାର ନଜର ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top