X
Breaking News
ନ୍ୟୁଜ୍

ଥାନାରେ ଚଢଉ କଲେ ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ପିତାମ୍ବର !

PITAMBAR

ହିଞ୍ଜିଳି: ଥାନାରେ ଚଢଉ କଲେ ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ! କଥାଟା ଟିକେ ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ । ହିଞ୍ଜିଳି  ଅଞ୍ଚଳର ସେରାଗଡ଼ ପୋଲିସ ପ୍ରଶାସନ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା ବିଜେପି ବିଧାୟକ ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟ ବାରମ୍ବାର ହତୋତ୍ସାହିତ ହେବା ପରେ ଅଚାନକ ସାମ୍ବାଦିକମାନଙ୍କୁ ଧରି ପୋଲିସ ଥାନାରେ ଚଢଉ କରିଛନ୍ତି । ଥାନାରେ ଚାଲିଥିବା ବିଭିନ୍ନ ଅନିୟମିତତାକୁ ପଦାରେ ପକାଇଛନ୍ତି । ଖାଲି ସେତିକି ନୁହେଁ ଥାନା ହାଜତକୁ ପୋଲିସ କର୍ମଚାରୀ ମାନେ କିଭଳି ଘର କରି ରଖିଛନ୍ତି ତାହା ପଦାରେ ପକାଇଛନ୍ତି ।

ଦେଖନ୍ତୁ ଭିଡିଓ…

Click to comment

Leave a Reply

Your email address will not be published. Required fields are marked *

Most Popular

To Top