ନ୍ୟୁଜ୍

ୟୁନିଫର୍ମ ପିନ୍ଧୁ ନାହାନ୍ତି, ଅଜବ ଯୁକ୍ତି କରୁଛନ୍ତି ଶିକ୍ଷକ ! ଦେଖନ୍ତୁ ଭିଡିଓ..

SBP RAngila Teacher

ସମ୍ବଲପୁର: ସମ୍ବଲପୁରରେ ପୁଣି ଶିକ୍ଷକଙ୍କ ଅବହେଳାର ଦୃଶ୍ୟ । ବିନା ୟୁନିଫର୍ମରେ ସ୍କୁଲକୁ ଶିକ୍ଷକ ଆସିଥିବା ବେଳେ ଧରା ପଡି ବାଢିଛନ୍ତି ଅଦ୍ଭୁତ ଯୁକ୍ତି । ମହାନଗର ନିଗମର ୧ ନମ୍ବର ୱାର୍ଡ ବଡସିଂହାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଆସିଫ୍‌ ଅଖତର ବିନା ୟୁନିଫର୍ମରେ ସ୍କୁଲକୁ ଆସିଥିଲେ ।  ଏହି ସ୍କୁଲରେ ୫ ବର୍ଷ ହେଲାଣି ନିଯୁକ୍ତି ଅଛନ୍ତି କିନ୍ତୁ ସ୍କୁଲକୁ ଅଧିକାଂଶ ଦିନ ବିନା ଯୁନିଫର୍ମରେ ଆସୁଥିବା ଅଭିଯୋଗ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top