X
Breaking News
ନ୍ୟୁଜ୍

ସରକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ

vigillance raid

ବରଗଡ: ସରକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ । ପ୍ରାୟ ଏକ କାଳୀନ ୫ଟି ସ୍ଥାନରେ ଚାଲିଛି ଚଢ଼ାଉ ।  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଇରିଗେସନ ବିଭାଗର ସହକାରୀ ଯନ୍ତ୍ରୀ ଟଙ୍କଧର ମେହେରଙ୍କ ଘରେ ଭିଜିଲାନ୍ସ ଏହି ଚଢ଼ାଉ କରିଛି । ଡେମ କଲୋନୀ ସ୍ଥିତ ସରକାରୀ କ୍ୱାର୍ଟରରେ, ବରଗଡ଼ ବାଲାଜି ସିଟି ସ୍ଥିତ ଘରେ, ଇରିଗେସନ ଅଫିସରେ , ବଲାଙ୍ଗୀର ସ୍ଥିତ ତାଙ୍କ ଶ୍ୱଶୁର ଘରେ ଓ ପଦ୍ମପୁର ନିଜ ଗାଁ ରେ ଥିବା ପୈତୃକ ଘରେ ଏହି ଚଢ଼ାଉ ଚାଲିଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top