X
Breaking News
ଜୀବନ ମନ୍ତ୍ର

ଫୋନି ପ୍ରଭାବ: ଶ୍ରୀମନ୍ଦିର ପୁର୍ନଉଦ୍ଧାର ପାଇଁ ଇଣ୍ଡିଆନ ଅଏଲର ସହାୟତାକୁ ପ୍ରଶଂସା କଲେ ଧର୍ମେନ୍ଦ୍ର

dharmendra

ଭୁବନେଶ୍ୱର: ବାତ୍ୟା ଫୋନିର ପ୍ରଭାବରେ ଶ୍ରୀମନ୍ଦିର ଚାରିପାଖରେ ଥିବା କାରୁକାର୍ଯ୍ୟ କ୍ଷତିଗ୍ରସ୍ତ ହୋଇଛି । ଶ୍ରୀମନ୍ଦିର, କଳ୍ପବଟ, କୋଇଲି ବୈକୁଣ୍ଠ ବର୍ଷା ଓ ପବନ ପ୍ରଭାବରେ ନଷ୍ଟ ହୋଇଛି । ଏହାର ପୁନଃଉଦ୍ଧାର ପାଇଁ ଇଣ୍ଡିଆନ ଅଏଲ ପକ୍ଷରୁ 5 କୋଟି ଟଙ୍କା ସହାୟତା ରାଶି ଦିଆଯାଇଛି । ବିପଦ ସମୟରେ ଇଣ୍ଡିଆନ ଅଏଲ୍‌ର ଏପରି ସହାୟତାକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top