ନ୍ୟୁଜ୍

ଆଜି ପୁଣି 218 କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ଆଜି 218 କୋରୋନା ପଜିଟିଭ ଚିହ୍ନଟ । ସେଥି ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ 198 ହୋଇଥିବାବେଳେ ଲୋକାଲ କେସ ରହିଛି 20 । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ 17, ନବରଙ୍ଗପୁର 1, ଗଞ୍ଜାମ 49, ଅନୁଗୁଳ 1, କଟକ 5, ଜଗତସିଂହପୁର 29, ଭଦ୍ରକ 25, କନ୍ଦମାଳ 1, ନୂଆପଡା 2, ଝାରସୁଗୁଡା 4, କେନ୍ଦୁଝର 2, ଯାଜପୁର1, ଯଜପୁର 1, ପୁରୀ 10, ଗଜପତି 27, ବୌଦ୍ଧ 1, ସୁନ୍ଦରଗଡ଼ 11, କେନ୍ଦ୍ରାପଡ଼ା 6, ସମ୍ୱଲପୁର 2, ମୟୁରଭଞ୍ଜ 9, କୋରୋପୁଟ 1, ବାଲେଶ୍ୱର 7 ।

ଆଜି 21ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିସାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 6180 ଛୁଇଁଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top