ନ୍ୟୁଜ୍

ପାରିବାରିକ କହଳର କରୁଣ ପରିଣତି, ଶୀଳପୁଆରେ ଛେଚି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

murder case

ବ୍ରହ୍ମପୁର: ବ୍ରହ୍ମପୁର ଟାଉନଥାନା ଅନ୍ତର୍ଗତ ବଗୁଳି ସାହିରେ ଅଘଟଣ । ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ସ୍ୱାମୀର ଅତ୍ୟାଚାରରେ ଅତିଷ୍ଠ ହୋଇ ସ୍ତ୍ରୀ ଶେଷରେ ସ୍ୱାମୀ ଶୋଇଥିବାବେଳେ ଶୀଳପୁଆରେ ଛେଚି ହତ୍ୟା କରିଛି । ସ୍ୱାମୀ ବେଙ୍ଗ ବେହେରାଙ୍କୁ ତାଙ୍କ ସ୍ତ୍ରୀ ଠୁରି ହତ୍ୟା କରିଛି । ଏହାସହ ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହାସହ ପୋଲିସ ତାର ଅଧିକ ତଦନ୍ତ ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top