ଜୀବନ ମନ୍ତ୍ର

ଘୋଷଣା ହେଲା ଓଜେଇଇ ପରୀକ୍ଷା ତାରିଖ

student

ଭୁବନେଶ୍ୱର: ଘୋଷଣା ହେଲା ଓଜେଇଇ ପରୀକ୍ଷା ତାରିଖ । ସେପ୍ଟେମ୍ବର ୯ରୁ ୧୫ ଯାଏ ଅନୁଷ୍ଠିତ ହେବ OJEE । ପ୍ରଥମ ଥର ପାଇଁ କମ୍ଫୁଟର ଆଧାରରେ ହେବ ପରୀକ୍ଷା । ତେବେ କରୋନାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଓଜେଇଇ ପରୀକ୍ଷା ପାଇଁ ୧୬ ଜିଲ୍ଲାର ପଲିଟେକନିକ ଓ ଆଇଟିଆଇ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ବୈଷୟିକ ଓ ତାଲିମ ନିର୍ଦ୍ଦେଶାଳୟ । ପରୀକ୍ଷା କେନ୍ଦ୍ର ଚୟନ ପାଇଁ ଚିଠି କରାଯାଇଛି । ଓଜେଇଇ ଓ ଟିସିଏସ ଅଧିକାରୀ ବିଭିନ୍ନ କଲେଜ ବୁଲି ପରୀକ୍ଷା କେନ୍ଦ୍ର ଚୟନ କରିବେ ।

ojee

Click to comment

Leave a Reply

Your email address will not be published. Required fields are marked *

Most Popular

To Top