ଦେଶ

ପାକ୍‌ର ଭୀରୁତା: ଏଲଓସିରେ କରିଲା ଆଇଇଡି ବ୍ଲାଷ୍ଟ, ଜଣେ ଯବାନ ସହିଦ

jammu

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର ପଳାଓ୍ୱାଳା ସେକ୍ଟରରେ ପାକ୍‌ର ଭୀରୁତା କାର୍ଯ୍ୟକଳାପ ସାମ୍ନାକୁ ଆସିଛି । ଏଲଓସିରେ  ଆଇଇଡି ପ୍ଲାଣ୍ଟ କରିଥିଲା ପାକ୍‌ । ଭାରତୀୟ ସେନାର ଏକ  ଭ୍ୟାନ୍‌ ଯେଉଁଥିରେ 4 ଯବାନ ଥିଲେ, ଏହି ଆଇଇଡି  ବ୍ଲାଷ୍ଟର ସିକାର ହୋଇଥିଲେ ଏହି ଯାବନ  । ଏହି ଘଟଣା ସନ୍ଧ୍ୟା  4ଟାରେ ଘଟିଛି ।

ତେବେ ଏହି ବ୍ଲାଷ୍ଙଟରେ 4 ଯବାନଙ୍କ ମଧ୍ୟରୁ ଜଣେ ଯବାନ ସହିଦ ହୋଇଛନ୍ତି । ଆଉ 3ଯବାନ ଗୁରୁତର ହୋଇଥିବା ସୁଚନା ମିଳିଛି । ଗୁରୁତର ଯବାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top