ଦେଶ

ସୁରକ୍ଷାବଳକୁ ବଡ଼ ସଫଳତା: ସେନା ଦ୍ୱାରା 3 ଆତଙ୍କୀ ନିହତ

ଜାମ୍ମୁ କାଶ୍ମୀର: ଏଲଓସିରେ ଭାରତୀୟ ସୁରକ୍ଷାବଳଙ୍କୁ ବଡ଼ ସଫଳତା । ସେନା 3 ଆତଙ୍କୀଙ୍କୁ ନିହତ କରିଛି । ସାରା ବିଶ୍ୱ ଏହି ସମୟରେ କୋରୋନା ସହ ଲଢୁଥିବାବେଳେ  ପାକ୍‌ ତାର ଖଳ ପ୍ରକୃତି  ଜାରୀ ରଖିଛି । କିନ୍ତୁର ପାକ୍‌ର ଏହି ମନ୍ଦ କାର୍ଯ୍ୟକଳାପର କଡା ଯବାବ ଦେଇଛି ଭାରତୀୟ ସେନା  ।

ସେନା ଦ୍ୱାରା ତିନି ଆତଙ୍କୀଙ୍କୁ ନିହତ କରାଯାଇଛି । ଜମ୍ମୁ କାଶ୍ମୀରର ନୌଶେରାରେ  ଭାରତ- ପାକିସ୍ତାନ ବର୍ଡରରେ ସୋମାବର ଦିନ କିଛି ଆତଙ୍କୀ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଆତଙ୍କୀଙ୍କ ଏହି ଚେଷ୍ଟାକୁ  ପଣ୍ଡ କରିଥିଲା ଭାରତୀୟ ସେନା । ତେବେ ଉକ୍ତ ଅଞ୍ଚଳରେ ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top