ଖେଳ

କ୍ରିକେଟ ଅଭ୍ୟାସ ଆରମ୍ଭ କଲେ ସିନିୟର ପାଣ୍ଡ୍ୟା

ଅର୍ଗସ ବ୍ୟୁରୋ : ମହାମାରୀ କରୋନା ପାଇଁ ଦୀର୍ଘ ତିନି ବର୍ଷର ବିରତି ପରେ ଧୀରେ ଧୀରେ କ୍ରିକେଟର ମାନେ ପଡିଆକୁ ଓହ୍ଲାଉଛନ୍ତି। ଏହି କ୍ରମରେ ଅଭ୍ୟାସ କରିବାକୁ ପଡିଆକୁ ଓହ୍ଲାଉଛନ୍ତି କୄନାଲ ପାଣ୍ଡ୍ୟା। ବରୋଦା ପକ୍ଷରୁ ରଣଜୀ ଖେଳୁଥିବା ଏହି କ୍ରିକେଟର ନିଜର ଟ୍ରେନିଙ୍ଗ ଫୋଟୋ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ତେବେ ବହୁତ ଦିନ ପରେ ପଡିଆକୁ ଫେରି ସେ ଖୁସିଥିବା କଥା ମଧ୍ୟ କହିଛନ୍ତି।

ପୂର୍ବରୁ ଭାରତର ଫାଷ୍ଟ ବୋଲର ସ୍ରାଦୁଲ ଠାକୁର, ଚେତେଶ୍ୱର ପୂଜାରା, ରୋହିତ ଶର୍ମା ଆଦି କ୍ରିକେଟର ଅଭ୍ୟାସ ନିମନ୍ତେ ପଡିଆକୁ ଓହ୍ଲାଇ ସାରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top