ଦେଶ

ଦୌଡି ଦୌଡି ସଂସଦରେ ପହଞ୍ଚିଲେ ପିୟୁଷ ଗୋଏଲ, ଜାଣନ୍ତୁ ଦୌଡିବାର କାରଣ….

piyush

ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲ ଗାଡିରୁ ଓହ୍ଲାଇବା ମାତ୍ରେ ସଂସଦ ଆଡୁ ଦୌଡିବା ସହ ଶୀଘ୍ର ଶୀଘ୍ର  କିପରି ଲୋକସଭାରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି । ଆଖପାଖ ଲୋକ ଠିଆ ହୋଇ ଦୌଡୁଥିବା ମନ୍ତ୍ରୀଙ୍କୁ ଦେଖୁଥିଲେ । ବୁଝି ପାରୁନଥିଲେ କଣ ପାଇଁ ମନ୍ତ୍ରୀ ଦୌଡୁଛନ୍ତି ।

ବର୍ତ୍ତମାନ ସଂସଦର ଶିତକାଳିନ ଅଧିବେଶନ ଚାଲିଛି । ଆଉ ସଦନରେ ଶାସକ ଓ ବିରୋଧିକଙ୍କ ମଧ୍ୟରେ ଯୁକ୍ତିତର୍କ, କଥା କଟାକଟି ଚାଲିଛି । ସେହି ଦୃଷ୍ଟିରୁ ପିଉଷ ଗୋଏଲ  ସଂସଦର ପ୍ରଶ୍ନକାଳରେ ଠିକ୍‌ ସମୟରେ ଉପସ୍ଥିତ ହେବା ପାଇଁ ସେ ସେଥିପାଇଁ ଏହି ଭଳି ଦୌଡି ଥିଲେ । କିନ୍ତୁ ତାଙ୍କର ଏହି ଦୌଡିବା ଫଟୋ ଏବେ ସୋସିଆଲ ମିଡିଆରେ  ପ୍ରଚୁର ଭାବେ ଟ୍ରୋଲ ହେବା ସହ ଭାଇରାଲ ମଧ୍ୟ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top