ଦେଶ

ବିମାନ ଦୁର୍ଘଟଣାରେ ୯ ମୃତ

crashed

ଅର୍ଗସ ବ୍ୟୁରୋ: ଆମେରିକାର ପଶ୍ଚିମୀ  ଡକୋଟାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇଟି ଶିଶୁ  ସହ 9 ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହିତ ତିନି ଜଣ ଗୁରୁତର ହୋଇଥିବା ଜଣାପଡିଛି ।

ଆମେରିକା ଗଣମାଧ୍ୟମଠାରୁ ଏହି ସୂଚନା ପ୍ରାପ୍ତ ହୋଇଛି । ଗଣମାଧ୍ୟମ କହିଛି ଯେ, ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଶୀତକାଳିନ ବାତ୍ୟା ହେବାର ଚେତାବନି ଦିଆଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top