ଦେଶ

ମନ୍ତ୍ରୀମଣ୍ଡଳରୁ ସିଦ୍ଧୁଙ୍କ ଇସ୍ତଫା

sidhu
courtesy: gulflance.com

ନୂଆଦିଲ୍ଲୀ: ନବଜୋତ ସିଂ ସିଦ୍ଧୁ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ନିଜେ ସିଦ୍ଧୁ ଟୁଇଟ୍ ଯୋଗେ ଜଣାଇଛନ୍ତି । ସିଦ୍ଧୁ ପଞ୍ଜାବ କ୍ୟାବିନେଟ୍ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ସିଦ୍ଧୁ ଶନିବାର ଚଣ୍ଡିଗଡ ଗସ୍ତରୁ ଫେରିବା ପରେ ନିଜ କ୍ୟାବିନେଟ୍‌ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଟୁଇଟ୍ ଯୋଗେ ଜଣାଇଥିଲେ । ନବଜୋତ ସିଂହ ସିଦ୍ଧୁ ସବୁବେଳେ ନିଜ ମନ୍ତବ୍ୟକୁ ନେଇ ବିବାଦରେ ରହିଆସିଥାନ୍ତି । ପୂର୍ବରୁ କପିଲ୍‌ ଶର୍ମାଙ୍କ ଶୋରୁ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ ବାହାର କରାଯାଇଥିଲା । ଏବେ ସେ ନିଜ ଆଡୁ ମନ୍ତ୍ରୀପଡ ହାତଛଡା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top