ଧର୍ମ

ଘର୍ଘର ନାଦ କରି ବଡ଼ଦାଣ୍ଡରେ ଗଡ଼ିଚାଲିଛି ନନ୍ଦିଘୋଷ

WEB_CARD_DESIGN RATHA

ଅର୍ଗସ ବ୍ୟୁରୋ : ବଡ଼ ଦାଣ୍ଡରେ ଗଡ଼ି ଚାଲିଛି ଶ୍ରୀଜିଉଙ୍କ ତିନି ରଥ। ରତ୍ନବେଦୀରୁ ଗୁଣ୍ଡିଚା ଘର ଅଭିମୁଖେ ତିନି ରଥ। ନବଦିନାତ୍ମକ ଯାତ୍ରାରେ ଯାଉଛନ୍ତି ତିନି ଠାକୁର। ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀ ଅଭିମୁଖେ କାଳିଆ ଠାକୁର। ଆଗେ ଆଗେ ବଡ଼ ଦିଅଁ ବଳଭଦ୍ର, ସୁଭଦ୍ରାଙ୍କ ରଥ ରହିଥିବା ବେଳେ ଏବେ ବଡ଼ଦାଣ୍ଡରେ ଗଡ଼ି ଚାଲିଛି ନନ୍ଦିଘୋଷ ରଥ। ଘଣ୍ଟଘଣ୍ଟା ବାଦ୍ୟରେ, ଚାମର ଆଲଟ ପତାକାରେ ଚଳିତ ଥର ବିନା ଭକ୍ତରେ ଘର୍ଘର ନାଦ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରୁ ମାଉସୀ ମା’ ମନ୍ଦିର ଆଡ଼କୁ ଗଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top