ନ୍ୟୁଜ୍

ରାଜଧାନୀରେ ଲଜ୍ଜା: ରମାଦେବୀ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

Rape

ଭୁବନେଶ୍ୱର:  ରାଜଧାନୀରେ ଲଜ୍ଜା । ରମାଦେବୀ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣକ ଟଏଲେଟ୍‌ ଯାଇଥିବା ସମୟରେ  ଅଭିଯୁକ୍ତ ତାଙ୍କୁ ଉଠାଇନେବା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ତେବେ ପୋଲିସ ଅଭିଯୋଗ ଆଧାରରେ  ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଉଭୟ ପୀଡିତା ଓ ଅଭିଯୁକ୍ତକୁ ପୋଲିସ ଅଟକ ରଖି ପଚରା ଉଚରା  ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top