ଦେଶ

ଫିନଲ୍ୟାଣ୍ଡରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ରବିଶ କୁମାରଙ୍କୁ ନିଯୁକ୍ତ କରିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:  ଫିନଲ୍ୟାଣ୍ଡରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ରବିଶ କୁମାରଙ୍କୁ ନିଯୁକ୍ତ କରିଲେ କେନ୍ଦ୍ର ସରକାର। ସେ ବର୍ତ୍ତମାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top