ଦେଶ

ରିଷି କପୁର ଅସୁସ୍ଥ, ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: 70 ଓ 80 ଦଶକର ବଲିଉଡ୍‌ ଜଗତରେ ଚହଳ ସୃଷ୍ଟି କରିଥିବା ଲିଜେଣ୍ଡ ଅଭିନେତା ରିଷି କାପୁର ଅସୁସ୍ଥ । ତାଙ୍କୁ ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ତାଙ୍କ ସହିତ ପତ୍ନୀ ନିତୁ ସିଂହ, ପୁଅ ରଣବୀର କାପୁର ଅଭିନେତ୍ରୀ ଆଲିଆ ଭଟ୍ଟ ଉପସ୍ଥିତ ଅଛନ୍ତି ।

ଋଷି କପୁରଙ୍କ କହିବାନୁଯାୟୀ ତାଙ୍କୁ ଇନ୍‌ଫେକ୍‌ସନ୍‌ ହୋଇଛି । ପ୍ରଦୂଷଣ କାରଣରୁ ସେ ଅସୁସ୍ଥ ହୋଇଛନ୍ତି । ଏଥିପାଇଁ ସାଧାରଣ ଚିକିତ୍ସା ଚାଲିଛି । ସେ ଖୁବ୍‌ ଶୀଘ୍ର ସୁସ୍ଥ ହୋଇଯିବେ । ଋଷିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିବାରୁ ସେ ଅରମାନ ଜୈନଙ୍କର ହୋଇଥିବା ମେହେନ୍ଦୀ ସେରିମନିରେ ଯୋଗ ଦେଇପାରିନଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top