ନ୍ୟୁଜ୍

ସାଇକେଲ ଓ ବାଇକ ମଧ୍ୟରେ ଦୁର୍ଘଟଣା, 3 ଗୁରୁତର

କୁଚିଣ୍ଡା : କୁଚିଣ୍ଡା ନିକଟସି ପତ୍ରାପାଲି ନିକଟରେ ଏକ ସାଇକେଲ ଓ ବାଇକ ମଧ୍ୟରେ ଦୁର୍ଘଟଣା । ଫଳରେ ସାଇକେଲ ଆରୋହୀ ଯୋଗେନ୍ଦ୍ର ମାଝୀ ଗୁରୁତ୍ୱର ଆହାତ ହୋଇଥିବା ବେଳେ ବାଇକରେ ଥିବା ଅନ୍ୟ ତିନିଜଣ ମଧ୍ୟ ଗୁରୁତର ଆହତ ହେଇଛନ୍ତି ।  ଖବର ପାଇ କୁଚିଣ୍ଡା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ  ପହଞ୍ଚି ସମସ୍ତଙ୍କୁ ଉଧାର କରି କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top