ଦେଶ

ଡିସ୍‌କମ୍‌ ପାଇଁ ବଡ଼ ଘୋଷଣା କରିଛନ୍ତି ସରକାର

ନୂଆଦିଲ୍ଲୀ:  ବିଦ୍ୟୁତ ବିତରଣକାରୀ  ଡିସ୍‌କମ୍‌ ପାଇଁ ବଡ଼ ଘୋଷଣା କରିଛନ୍ତି ସରକାର । ‘ଆତ୍ମନିର୍ମର ଭାରତ ଅଭିଯାନ’ ଜରିଆରେ ଡିସକମ୍‌ ପାଇଁ ଏହି ଘୋଷଣା କରାଯାଇଛି । ଡିସ୍‌କମ୍‌କୁ ଆର୍ଥିକ ସଂକଟରୁ ରକ୍ଷା କରିବା ପାଇଁ ୯୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ ।

ବିଜୁଳୀ କମ୍ପାନୀର ନଗଦ ଅଭାବକୁ ଦୂର କରିବାକୁ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି କମ୍ପାନୀଗୁଡ଼ିକ । ବିଜୁଳୀ କମ୍ପାନୀଙ୍କ ପାଇଁ ୯୦ ହଜାର କୋଟିର ସହାୟତା ଘୋଷଣା କରିବା ପରେ ଡିସକମ୍‌ ଗୁଡ଼ିକ ବିନା ଦ୍ୱାଧାରେ କାର୍ଯ୍ୟ ଜାରି ରଖିବେ ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top