ଜୀବନ ମନ୍ତ୍ର

ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ, ଦିନ ୧୨ରେ ରଥଟଣା

ଭୁବନେଶ୍ୱର: ପୁରୀ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଗ୍ରୀନ ସିଗନାଲ ଦେବା ପରେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେପଟେ ଘୋଷଯାତ୍ରା ସମୟର ନୀତି ନିର୍ଘଣ୍ଟ ହୋଇଛି । ନିର୍ଘଣ୍ଟ ଅନୁସାରେ ଆସନ୍ତାକାଲି ମଧ୍ୟାହ୍ନ ୧୨ ଟାରେ ରଥଟଣା ହେବ ।

ଘୋଷଯାତ୍ରା ନୀତି ନିର୍ଘଣ୍ଟ-

ମଙ୍ଗଳ ଆଳତି – ସକାଳ ୩ଟା

ମଇଲମ- ୩.୧୫

ତଡ଼ପ ଲାଗି- ୩.୩୦

ରୋଷ ହୋମ- ୪.୦୦

ଅବକାଶ- ୪.୩୦

ସୂର୍ଯ୍ୟ ପୂଜା- ୪.୪୫

ଦ୍ୱାରପାଳ ପୂଜା- ୫.୦୦

ବେଶ ଶେଷ- ୫.୦୦

ଗୋପାଳ ବଲ୍ଲଭ ଓ ସକାଳ ଧୂପ- ୫.୩୦ ରୁ ୬.୪୫

ରଥ ପ୍ରତିଷ୍ଠା- ୬.୪୫

ମଙ୍ଗଳାର୍ପଣ- ୬.୪୫

ପହଣ୍ଡି ଆରମ୍ଭ- ୭.୦୦

ପହଣ୍ଡି ଶେଷ- ୧୦.୦୦

ମଦନ ମୋହନ ବିଜେ- ୧୦.୦୦ରୁ ୧୦.୩୦

ଚିତା ଲାଗି- ୧୦.୩୦ରୁ ୧୧.୦୦

ବେଶ ଶେଷ- ୧୧.୦୦ରୁ ୧୧.୩୦

ଛେରା ପହଁରା- ୧୧.୩୦ରୁ ୧୨.୧୫

ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବା- ୧୧.୪୫ରୁ ୧୨.୩୦

ରଥଟଣା ଆରମ୍ଭ- ୧୨.୦୦

ଏହାସହ ରଥଟଣା ଶେଷ ହେବା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହେବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top