X
Breaking News
ନ୍ୟୁଜ୍

କାହିଁକି ଚାକିରି ଛାଡ଼ିଲେ ବରିଷ୍ଠ ଆଇଏଏସ୍‌ ଗଗନ ଧଳ ?

Gagan

ଭୁବନେଶ୍ୱର: ନିକଟରେ ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍‌ ଅଧିକାରୀମାନଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି । ଅସିତ ତ୍ରିପାଠୀ ରାଜ୍ୟର ମୁଖ୍ୟ ଶାସନ ସଚିବ ହୋଇଥିବା ବେଳେ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ନିର୍ବାଚନ କମିଶନର କରାଯାଇଛି ।

ଠିକ୍‌ ସେହିଭଳି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତି ମିଳିବା ପରେ ଏହି ପୋଷ୍ଟରେ ଥିବା  ୧୯୮୫ ବ୍ୟାଚ୍‌ର ଆଇଏଏସ୍‌ ଅଫିସର୍‌ ଗଗନ ଧଳ ଚାକିରିରୁ ଇସ୍ତଫା ଦେଇଛନ୍ତି ।

ଗଗନ ଧଳ ୨୦୨୦ ମସିହା ଜାନୁଆରୀ ମାସରେ ଚାକିରିରୁ ଅବସର ନେଇଥା’ନ୍ତେ । ତା’ ପୂର୍ବରୁ ସେ କାହିଁକି ଅବସର ନେଲେ ତାକୁ ନେଇ ଚର୍ଚ୍ଚା ଜୋର ଚାଲିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top