ଦେଶ

ଗାନ୍ଧୀ ପରିବାର ସୁରକ୍ଷାରେ ମୁତୟନ ହେବେ ଏସପିଜି କମାଣ୍ଡୋ, ମଜଭୁତ୍ ହେବ ଜେଟ ପ୍ଲସ କବଚ

spg

ନୂଆଦିଲ୍ଲୀ:  ଗାନ୍ଧୀ ପରିବାରର ସୁରକ୍ଷାକୁ ଆହୁରି ମଜଭୁତ କରାଯିବ । ସୋନିଆ ଗାନ୍ଧୀ ପରିବାରର ସୁରକ୍ଷାରେ ମୁତୟନ ଅଛନ୍ତି ସିଆରପିଏଫର ‘ଜେଟ ପ୍ଲସ’ କବଚ । ଏବେ ଗାନ୍ଧି ପରିବାରର ସୁରକ୍ଷାକୁ ଆହୁରି ଅଧିକା ବଢାଇଦିଆଯିବ ।

ଏସପିଜିରେ ଦିର୍ଘସମୟ ଧରି କାର୍ଯ୍ୟ କରିସାରିଥିବା  ଅଭିଜ୍ଞତା ସମ୍ପନ୍ନ କମାଣ୍ଡୋଙ୍କୁ ଏହି ସୁରକ୍ଷା କବଚରେ ଶାମିଲ କରାଯିବ । ଏହି ମକାଣ୍ଡୋ ଏପ୍ରିଲ୍‌ ପର୍ଯ୍ୟନ୍ତ ଜେଟ ପ୍ଲସ୍‌ ସୁରକ୍ଷାରେ ଅଂଶ ହୋଇସାରିଥିବେ । ଏଥିରେ  ବହୁ କମାଣ୍ଡ  ଅଛନ୍ତି ଯିଏକି  10ବର୍ଷରୁ ଅଧିକ  ସମୟ ଧରି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ  ସୁରକ୍ଷାରେ ମୁତୟନ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top