ଖେଳ

୨୫୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆ ଓହ୍ଲାଇଛି ଅଷ୍ଟ୍ରେଲିଆ…

India Australia

ଅର୍ଗସ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି । ପ୍ରଥମେ ବ୍ୟାଟିଂ କରି ଭାରତ 255 ରନ୍‌ କରିଥିଲା । ପରେ 256 ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଛି ଅଷ୍ଟ୍ରେଲିଆ । ଭାରତ ୪୯.୧ ଓଭରରେ ୨୫୫ ରନ କରି ଅଲଆଉଟ ହୋଇଥିଲା । ଶିଖର ଧାୱନ ୭୪ରନ୍‌ କରିଥିବା ବେଳେ କେ.ଏଲ.ରାହୁଲ୍‌ ୪୭ ରନ କରି ଆଉଟ୍‌ ହୋଇଛନ୍ତି । ଅଷ୍ଟ୍ରେଲିଆର ମିଚେଲ ଷ୍ଟ୍ରାକଙ୍କୁ ସର୍ବାଧିକ ୩ଟି ୱିକେଟ ମିଳିଛି । ଟସ୍ ଜିତି ଅଷ୍ଟ୍ରେଲିଆ ଫିଲ୍ଡିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top