ଦେଶ

ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ: ଗୋଟବାୟାଙ୍କ ବିଜୟ, ପିଏମ ମୋଦି ଜଣାଇଲେ ଶୁଭେଚ୍ଛା

gotabaya

ଶ୍ରୀଲଙ୍କା: ଶ୍ରୀଲଙ୍କାରେ ହୋଇଥିବ ରାଷ୍ଟ୍ରପତି ନିର୍ବାଚନରେ ବିରୋଧି ପ୍ରାର୍ଥୀ ଗୋଟାବାୟା  ବିଜୟ ଲାଭ କରିଛନ୍ତି । ସେ ଶ୍ରୀଲଙ୍କାର ଶାସକ ଦଳର ପ୍ରାର୍ଥୀ ସଜୀତ ପ୍ରେମଦାସ ଙ୍କୁ ବହୁ ପଛରେ ପକାଇ ବିପୁଳ ଭୋଟ୍‌ରେ ଜିତିଛନ୍ତି । ତାଙ୍କ ବିଜୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିଜୟକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ।

ପିଏମ ମୋଦି ଟୁଇଟ୍‌ କରି କହିଛନ୍ତି ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ କରିଥିବରୁ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ଗୋଟବାୟା । ମୁଁ ଆମର ଦୁଇ ଦେଶ ଓ ନାଗରିକ ମାନଙ୍କ ମଧ୍ୟରେ ଘନଷ୍ଠ ତଥା ଭାଇଚାରା ସମ୍ବନ୍ଧକୁ ଆହୁରି ମଜଭୁତ କରିବା, ଶାନ୍ତି, ସମୃଦ୍ଧି ଓ ଅଞ୍ଚଳମାନଙ୍କରେ ସୁରକ୍ଷା ପାଇଁ  ଆପଣଙ୍କ ସହ ମିଶି କାମରିବାକୁ ଆଶା କରୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top