ନ୍ୟୁଜ୍

ଶ୍ରୀମନ୍ଦିରରେ ଅସୁରକ୍ଷିତ ଗର୍ଭଗୃହ, ଏଏସଆଇ ଟିମ୍ ଯାଞ୍ଚ ବେଳେ ସାମ୍ନାକୁ ଆସିଲା ତଥ୍ୟ

ଅର୍ଗସ ବ୍ୟୁରୋ : ଧିରେ ଧିରେ ବିପଦ ବଳୟ ଭିତରକୁ ଠେଲି ହୋଇଯାଉଛି ବଡ ଦେଉଳ  । ପୁରାଣ ବର୍ଣ୍ଣିତ ସମସ୍ତ କିର୍ତ୍ତିରାଜୀ ସମେତ ଭୋଗମଣ୍ଡପ, ନାଟ ମଣ୍ଡପ, ଗର୍ଭ ଗୃହ ଓ ଜଗମୋହନ ଭଳି ଅନେକ ସ୍ଥାନ ଏବେ ଦୁର୍ବଳ ହେବାରେ ଲାଗିଛି। ଏଭଳି କିଛି ରିପୋର୍ଟ ଯାଞ୍ଚ ବେଳେ ସାମ୍ନାକୁ ଆସିଛି  । ତେବେ ସବୁଠୁ ଗୁରୁତ୍ବ ପୂର୍ଣ୍ଣ କଥା ହେଇଛି ଏ ସବୁ ସ୍ଥାନର ତୁରନ୍ତ ମରାମତି କରାନଗଲେ ଆଗକୁ ବଡ ବିପଦ ସୃଷ୍ଟି ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି  । ଯାହାକୁ ଦୃଷ୍ଟିରୁ ରଖି ମରାମତି କାର୍ଯ୍ୟ ତୁରନ୍ତ ସାରିବାକୁ ପୂର୍ତ୍ତ ବିଭାଗ ଏଏସ୍ଆଇକୁ ଚିଠି ଲେଖିଥିବା ବେଳେ ଏଏସ୍ଆଇ ପକ୍ଷରୁ କୁହାଯାଇଛି ମରାମତି ଚାଲିଛି ଆସନ୍ତା 2 ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top