ମନୋରଞ୍ଜନ

ଆଜି ପରଦାରେ ‘ଷ୍ଟ୍ରୀଟ୍ ଡ୍ୟାନ୍ସର ଥ୍ରୀଡି’

Film

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ଆଜି ପରଦାକୁ ଆସିବ ବଲିଉଡର ନୂଆ ଫିଲ୍ମ ‘ଷ୍ଟ୍ରୀଟ୍ ଡ୍ୟାନ୍ସର ଥ୍ରୀଡି’ । ଏହି ଫିଲ୍ମଟି ଆଜି ରିଲିଜ୍ ହେବାକୁ ଥିବାବେଳେ ଦର୍ଶକଙ୍କ ମାହୋଲରେ ଖୁସିର ଲହରୀ ଖେଳିଯାଇଛି । ଏହି ଫିଲ୍ମରେ ଶ୍ରଦ୍ଧା କପୁରଙ୍କ ସହ ବରୁଣ ଧବନ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ବକ୍ସ ଅଫିସ୍‌ରେ ଧମାକା କରିପାରୁଛି ନା ନାହିଁ, ତାହା ତ ଆଉ ଦୁଇ ତିନି ଦିନ ପରେ ଜଣାପଡ଼ିଯିବ । ଏହି ଫିଲ୍ମଟି ଡ୍ୟାନ୍ସ ଉପରେ ଆଧାରିକ ଅଟେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top