ଅପରାଧ

ସୁପ୍ରିମକୋର୍ଟ ପରିସରରୁ ମିଳିଲା ସନ୍ଧିଗ୍ଧ ବ୍ୟାଗ୍‌, ବୋମା ଥିବା ଆଶଙ୍କା !

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପରିସରରୁ ମିଳିଲା ସନ୍ଧିଗ୍ଧ ବ୍ୟାଗ୍‌ । ଏହି ବ୍ୟାଗ୍‌ରେ ବୋମା ଥିବା ଆଶଙ୍କା କରାଯାଉଛି । ଏନେଇ  ସୁପ୍ରିମକୋର୍ଟ ବାହାରେ ଆତଙ୍କ ଖେଳିଯାଇଛି ।

ଯେଉଁ ସ୍ଥାନରେ  ଏହି ବ୍ୟାଗ୍‌ ପଡିଥିଲା ସେ ସ୍ଥାନ ଖାଲି କରି ତୁରନ୍ତ ଘେରାବନ୍ଦି କରାଯାଇଛି । ଘଟଣାସ୍ଥଳରେ ପୋଲିସ୍‌ ଓ ବୋମା ନିଷ୍କ୍ରିୟକାରୀ ସଦସ୍ୟଙ୍କ ସମେତ ବହୁ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଚଲାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top