ଦେଶ

ଏଣିକି ଆର୍‌ଟିଆଇ ପରିସରଭୁକ୍ତ ହେବ ସୁପ୍ରିମ୍‌କୋର୍ଟ ଚିଫ୍‌ ଜଷ୍ଟିସ୍‌ଙ୍କ କାର୍ଯ୍ୟାଳୟ

supreme court

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ରାୟ । ଚିଫ୍‌ ଜଷ୍ଟିସ୍‌ଙ୍କ କାର୍ଯ୍ୟାଳୟ ମଧ୍ୟ ଆର୍‌ଟିଆଇ ପରିସରଭୁକ୍ତ ହେବ ବୋଲି କହିଛନ୍ତି କୋର୍ଟ । ଏନେଇ ଆଜି ସୁପ୍ରିମ୍‌କୋର୍ଟ ଚିଫ୍‌ ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପିଠରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି । ତେବେ କିଛି ନିର୍ଦ୍ଦଷ୍ଟ ସର୍ତ୍ତ ସହ ଆର୍‌ଟିଆଇ ପରିସର ଭୁକ୍ତ ହେବ ସୁପ୍ରିମ୍‌କୋର୍ଟ ଚିଫ୍‌ ଜଷ୍ଟିସ୍‌ଙ୍କ କାର୍ଯ୍ୟାଳୟ । ଏନେଇ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ସମାନ ରାୟ ପ୍ରକାଶ କରିଥିଲେ । ଏହି ରାୟକୁ କାଏମ୍‌ ରଖିଛନ୍ତି ସୁପ୍ରିମ୍‌କୋର୍ଟ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top