ମନୋରଞ୍ଜନ

ସିବିଆଇ ସାମ୍ନାରେ ରିୟା

ଅର୍ଗସ ବ୍ୟୁରୋ:  ସିବିଆଇ ସାମ୍ନାରେ ରିୟା । ମୁମ୍ବାଇ DRDO ଗେଷ୍ଟହାଉସରେ ପହଞ୍ଚିଲେ ରିୟା । ଯେଉଁଠି ତାଙ୍କୁ ସିବିଆଇ ପ୍ରଶ୍ନର ଉତ୍ତର ରଖିବାକୁ ପଡ଼ିବ । ଶେଷରେ ସିବିଆଇ ଆଗରେ ହାଜର ହୋଇଛନ୍ତି ରିୟା । ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଆଜି ସିବିଆଇର ଅଷ୍ଟମ ଦିନ ତଦନ୍ତ । ପୂର୍ବରୁ ଇଡି ଆଗରେ ହାଜର ହୋଇସାରିଛନ୍ତି ରିୟା ଚକ୍ରବର୍ତ୍ତୀ । ତେବେ ଆଜି ଶେଷରେ ସେ ସିବିଆଇ ତଦନ୍ତର ସମ୍ମୁଖୀନ ହେବେ । ମୁମ୍ବାଇର DRDO ଅଫିସ୍‌ରେ ନୀରଜ, ଦୀପେସ ଓ ସାମୁଏଲ ମିରାଣ୍ଡାଙ୍କୁ ମଧ୍ୟ ଜେରା କରାଯିବ । ରିୟାଙ୍କ ସହ ଡ୍ରଗ୍‌ସ ସଂପର୍କିତ ଚାଟକୁ ନେଇ ମଧ୍ୟ ପଚରାଉଚରା କରିବାର ସମ୍ଭାବନା ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top