ଦେଶ

ବିଜେପିରେ ସାମିଲ ହେଲେ ତାମିଲ ଅଭିନେତା ରାଧା ରବି

radharavi

ନୂଆଦିଲ୍ଲୀ: ପ୍ରସିଦ୍ଧ ତାମିଲ ଅଭିନେତା  ରାଧା ରବି  ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କୁ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ  ଜେପି ନଡ୍ଡା ସଦସ୍ୟତା ଦେଇଛନ୍ତି । ଏହା ପୂର୍ବରୁ ଦ୍ରବିଡ ମୁନେତ୍ର  କଡକମ (ଡିଏମକେ) ସଦସ୍ୟ ରହିସାରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top