ଅପରାଧ

ଆରଏସ୍‌ଏସ୍‌ କର୍ମୀଙ୍କ ସମେତ ତାଙ୍କ ଗର୍ଭବତୀ ପତ୍ନୀ ଓ ଶିଶୁଙ୍କୁ ନିର୍ମମ ହତ୍ୟା

rss

କୋଲକାତା: ପଶ୍ଚିମ ବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ଜଣେ ଅଧ୍ୟାପକ, ତାଙ୍କ ଗର୍ଭବତୀ ସ୍ତ୍ରୀ ଏବଂ ପୁଅକୁ ଅଜଣା ଆକ୍ରମଣକାରୀ ହତ୍ୟା କରିଛନ୍ତ ।  ତେବେ ମୃତକ ବ୍ୟକ୍ତି ଜଣଙ୍କ  ଆରଏସଏସ୍‌ର କର୍ମୀ ଥିଲେ ଏବଂ ସେ ଏବେ ଏବେ ‘ବିକଳି ମିଳନ’ ରେ ସାମିଲ୍‌ ହୋଇଥିଲେ ବୋଲି ଆରଏସଏସ୍‌ର ସଚିବ ଜିସ୍ଣୁ  ବସୁ କହିଛନ୍ତି ।  ତେବେ ୩୫ ବର୍ଷୀୟ  ମୃତ ଶିକ୍ଷକଙ୍କ ନା ବନ୍ଧୁ ପ୍ରକାଶ ପାଲ  ସୂଚନା ମିଳିଛି ।

ସୂଚନାମୁତାବକ ପାଲଙ୍କ ସହ ତାଙ୍କ ସ୍ତ୍ରୀ ଏବଂ 6 ବର୍ଷର ପୁଅ ଆନନ୍ଦପାଳ କୁ ମଧ୍ୟ ଆକ୍ରମଣକାରୀ ହତ୍ୟା କରିଛନ୍ତି । ଘଟଣାରେ ପୋଲିସ୍‌କୁ ଏପର୍ଯ୍ୟନ୍ତ କୌଣସି ସୁରାଗ ମିଳି ନାହିଁ ।  ଏହି ଘଟଣାର ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ଦିଆଯିବା ପାଇଁ ଦାବୀ କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top