ରାଜ୍ୟ

ଆନାକୋଣ୍ଡାର ମୃତ୍ୟୁର କାରଣ ଖୋଜୁଛି ସ୍ୱତନ୍ତ୍ର ବିଶେଷଜ୍ଞ ଦଳ

ଭୁବନେଶ୍ୱର: ଗତ ଏକ ସପ୍ତାହ ଭିତରେ ନନ୍ଦନକାନନରେ ଗଲାଣି 2 ଟି ଆନାକୋଣ୍ଡାର ଜୀବନ ।  ବର୍ତ୍ତମାନ ଆହୁରି 4 ଟି ଆନାକୋଣ୍ଡା ଅସୁସ୍ଥ ଅଛନ୍ତି । ତେବେ ଏହାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଚେନ୍ନାଇରୁ ବିଶେଷଜ୍ଞଙ୍କ ଏକ ଟିମ ଆସିଛନ୍ତି ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିଶେଷଜ୍ଞଙ୍କ ଏହି ଟିମ ଆନାକୋଣ୍ଡାର ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି । ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟ ପକ୍ଷରୁ ଆସିଥିବ ଡାଃ ଅଜୟ କାର୍ତିକ ଏବଂ ଡାଃ ରୁଚିକା ନନ୍ଦନକାନନର ସରୀସୃପ ଖୁଆଡ଼ ନମ୍ଵର 45 ରେ ମୃତ ଆନାକୋଣ୍ଡାଙ୍କ ସ୍ଥିତି ଅନୁଧ୍ୟାନ କରିବା ସହ ଆଗାମୀ ପଦକ୍ଷେପ ନେବା ପାଇଁ ନନ୍ଦନକାନନ କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top