X
Breaking News
ଟେକ୍ନୋଲୋଜି

ମାତ୍ର ୧୦୧ ଟଙ୍କାରେ ଘରକୁ ଆଣନ୍ତୁ Vivoର ମହଙ୍ଗା ଫୋନ୍‌ !

Courtesy: gadgets.ndtv.com

ଟେକ୍‌: ପାଖରେ ଟଙ୍କା କମ୍‌ ଅଛି କିନ୍ତୁ ଭଲ ସ୍ମାର୍ଟଫୋନ୍‌ କିଣିବାକୁ ଚାହୁଁଛନ୍ତି ତେବେ ଚିନ୍ତା କରନ୍ତୁନି । Vivo ଆପଣଙ୍କ ପାଇଁ ଆଣିଛି ଏମିତି ଅଫର ଯେଉଁଥିରେ ସ୍ମାର୍ଟଫୋନ୍‌ ନିଅନ୍ତୁ ଟଙ୍କା କଥା ଚିନ୍ତା କରନ୍ତୁନି । ହଁ ଆଜ୍ଞା କେବଳ ୧୦୧ଟଙ୍କା ଦେଇ Vivo ସ୍ମାର୍ଟଫୋନ୍‌ ଘରକୁ ନିଅନ୍ତୁ  ।

ଏହି ଅଫର ୨୦ ଡିସେମ୍ବର ୨୦୧୮ରେ ଆରମ୍ଭ କରିଥିଲା କମ୍ପାନୀ । ତେବେ ଏହି ଅଫର ଆଉ ମାତ୍ର ତିନି ଦିନ ରହିଲା । ଏହି ଅଫରରେ  Vivo V11 Pro, Vivo Nex, Vivo Y95 ସମେତ ଅନ୍ୟ ମଡେଲ ମଧ୍ୟ କେବଳ ୧୦୧ ଟଙ୍କା ଦେଇ ନେଇପାରିବେ । ବାକି ଟଙ୍କାକୁ ୬ଟି କିସ୍ତିରେ ସୁଝିପାରିବେ ।

ଏହି ଅଫରର ଫାଇଦା ଉଠାଇବା ପାଇଁ ଭିଭୋର ଯେକୌଣସି ଅଫଲାଇନ୍‌ ଷ୍ଟୋରରୁ ଫୋନ୍‌ କିଣନ୍ତୁ । ଏହି ଅଫର ମାଧ୍ୟମରେ ଗ୍ରାହକ ୧୦,୦୦୦ରୁ ଅଧିକ ଟଙ୍କିଆ ଫୋନ୍‌ କିଣିପାରିବେ । ଫୋନ୍‌ କିଣିବା ପାଇଁ ଆପଣଙ୍କ ପାଖରେ ପ୍ୟାନ୍‌ କାର୍ଡ, ଭୋଟର କାର୍ଡ କିମ୍ବା ଆଧାର କାର୍ଡ ଥିବା ଆବଶ୍ୟକ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top