ଦେଶ

ମେଡିସନ୍‌ ପାଇଁ ତିନି ଜଣଙ୍କୁ ନୋବେଲ ପୁରଷ୍କାର

nobel

ଅର୍ଗସ ବ୍ୟୁରୋ: 2019ରେ ମେଡିସିନ୍‌ ପାଇଁ ନୋବେଲ ପୁରଷ୍କାର ଘୋଷଣା କରାଯାଇଛି । ଏକ କାଳୀନ ତିନି ଜଣଙ୍କୁ ଏହି ପୁରଷ୍କାର ଦିଆଯିବା ନେଇ ସ୍ଥିର ହୋଇଛି । ତେବେ ଏହି ତିନି ଜଣ ବ୍ୟକ୍ତି ହେଲେ, ଓ୍ୱିଲିୟମ କେଲିନ୍‌ ଜୁନିୟର, ପିଟର ରେକ୍ଟକ୍ଲିଫ୍‌, ଗ୍ରୀଗ୍‌ ସିମୋଞ୍ଜା । ନୋବେଲ ପୁରଷ୍କାର କମିଟି ପକ୍ଷରୁ ତାଙ୍କ ନାଁ ଘୋଷଣା କରାଯାଇଛି । ପ୍ରଥମ ଥର ପାଇଁ ଫିଜିଓଲୋଜି ବା ମେଡିସିନ୍‌ ପାଇଁ ମିଳିତ ଭାବେ ଏହି ପୁରଷ୍କାର ଘୋଷଣା କରାଯାଇଛି । କୋଷ ଆବିଷ୍କାର ଓ କୋଷରେ ଅମ୍ଳଜାନ୍‌ ଥିବା ନେଇ ସେମାନେ ଆବିଷ୍କାର କରିଥିବାରୁ, ତାଙ୍କୁ ବିଶ୍ୱର ସର୍ବୋଚ୍ଚ ପୁରଷ୍କାର (ନୋବେଲ ପୁରଷ୍କାର) ଦିଆଯିବା ପାଇଁ କମିଟି ଘୋଷଣା କରିଛି ।

nobel

Click to comment

Leave a Reply

Your email address will not be published. Required fields are marked *

Most Popular

To Top