ନ୍ୟୁଜ୍

ପକ୍ଷାଘାତରେ ପୀଡ଼ିତ କୁନାଲଙ୍କୁ ସହାୟତାର ହାତ ବଢାଇଲା ଇଣ୍ଡିଆନ ବାର୍ଥ ଟ୍ରଷ୍ଟ

କେନ୍ଦ୍ରାପଡା : ପକ୍ଷାଘାତରେ ପୀଡ଼ିତ କୁନାଲଙ୍କୁ ସହାୟତାର ହାତ ବଢାଇଲା ଇଣ୍ଡିଆନ ବାର୍ଥ ଟ୍ରଷ୍ଟ । କେନ୍ଦ୍ରାପଡା ଜିଲ୍ଲା କୁଆରପାଳ ଗ୍ରାମର ପକ୍ଷାଘାତ ରୋଗୀ କୁନାଲ ପ୍ରଧାନ କରୋନା ଲକଡାଉନରେ ଗୁଜରାଟରେ ଫସିରହିଥିଲେ।

ଏହି ଖବର ବାରମ୍ବାର ଅର୍ଗସରେ ଖବର ପ୍ରସାରଣ ହେବା ପରେ ଅଭିନେତା ସବ୍ୟସାଚୀ ମିଶ୍ର କୁନାଲଙ୍କୁ ଗୁଜରାଟରୁ ନିଜ ଗାଁ କୁଆରପାଳକୁ ଆଣିବା ପାଇଁ ସହଯୋଗ କରିଥିଲେ। ତେବେ ଅସହାୟ କୁନାଲଙ୍କ  ପରିବାର ସଦସ୍ୟ ମାନେ ଅସହାୟ ହୋଇପଡିଥିବାବେଳ ଟ୍ରଷ୍ଠର ସଦସ୍ୟ ସତ୍ୟପ୍ରକାଶ ସାହୁ ମାର୍ଶାଘାଇ ଥାନା ଏସ ଆଇ ଦେବାଶିଷ ପଣ୍ଡା କୁନାଲ ଙ୍କ ଘରେ ପହଞ୍ଚି ଏକମାସ ପାଇଁ ସମସ୍ତ ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top