ଦେଶ

ଅର୍ଥନୀତି ବିଜ୍ଞାନରେ ତିନି ଜଣଙ୍କୁ ନୋବେଲ

Economics Nobel

ଅର୍ଗସ ବ୍ୟୁରୋ: ଆଜି ପୁଣି ନୋବେଲ ପୁରଷ୍କାର ପାଇଁ  ତିନି ଜଣଙ୍କ ନାଁ ଘୋଷଣା କରାଯାଇଛି । 2019ରେ ଅର୍ଥନୀତି ବିଜ୍ଞାନରେ ଏକ କାଳିନ ତିନି ଜଣଙ୍କୁ ନୋବେଲ ପୁରଷ୍କାର ଦିଆଯିବା ନେଇ ଘୋଷଣା କରାଯାଇଛି । ତେବେ ସେମାନେ ହେଲେ ଅଭିଜିତ୍‌ ବାନାର୍ଜୀ, ଏସ୍ଥର ଡଫ୍ଲୋ ଏବଂ ମାଇକେଲ କ୍ରେମର । ଅର୍ଥନୀତି ବିଜ୍ଞାନରେ ଗ୍ଲୋବାଲ ପଭର୍ଟିକୁ ନେଇ ସେମାନଙ୍କର ଆବିଷ୍କାର ପାଇଁ ତାଙ୍କୁ ଏହି ପୁରଷ୍କାର ଘୋଷଣା କରାଯାଇଛି । ତେବେ ସବୁଠାରୁ ବଡ଼ କଥା ହେଲା ଏହି ତିନି ଜଣଙ୍କ ମଧ୍ୟରେ ଥିବା ଅଭିଜିତ ବାନାର୍ଜି ହେଉଛନ୍ତି ଜଣେ ଇଣ୍ଡୋ ଆମେରିକିଆନ୍‌ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top