ଦେଶ

ଅପରାହ୍ନରେ ଏକ ଘଣ୍ଟା ମୁଲତବୀ ହୋଇପାରେ ରାଜ୍ୟସଭା !

ନୂଆଦିଲ୍ଲୀ:  ରାଜ୍ୟସଭା ମଧ୍ୟ ଅପରାହ୍ନ ରେ ଆରମ୍ବ ରୁ ଏକ ଘଣ୍ଟା ମୁଲତବୀ ହୋଇପାରେ। ଲୋକସଭା ପରି ରାଜ୍ୟସଭା ରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେବେ ସାଂସଦ। ରାଜ୍ୟସଭା ରେ ଆଜି ରହିଛି ଉପଧକ୍ଷ ନିର୍ବାଚନ। ଏନଡିଏ ପ୍ରାର୍ଥୀ ଙ୍କୁ ସମର୍ଥନ ଦେଇପାରେ ବିଜେଡି। ଏ ନେଇ ଖୁବଶୀଘ୍ର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟ କରି ସୂଚନା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବଥର ମଧ୍ୟ ଏନଡିଏ ପାର୍ଥି ହରିବଂଶ ଙ୍କୁ ସମର୍ଥନ ଦେଇଥିଲା ବିଜେଡି। ମୁଖ୍ୟମନ୍ତ୍ରୀ ନୀତିଶ ଙ୍କ ଅପିଲ କୁ ରଖିପାରେ ବିଜେଡି। ସଂଖ୍ୟ ଦୃଷ୍ଟିରେ ଯଥେଷ୍ଟ ଆଗରେ ରହିଛି ଏନଡିଏ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top