ଧର୍ମ

ରଥାରୂଢ ହେଲେ ତିନି ଠାକୁର

Ratha Yatra

ଅର୍ଗସ ବ୍ୟୁରୋ : ରଥାରୂଢ ହେଲେ ତିନି ଠାକୁର। ଶ୍ରୀଜିଉଙ୍କ ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଜି ପ୍ରାତଃରୁ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇ ଯାଇଛି। ସକାଳ ୭ରୁ ପହଣ୍ଡି ବିଜେ ଆରମ୍ଭହୋଇ ୯ଟା ମଧ୍ୟରେ ଶେଷ ହୋଇଛି।

ପ୍ରଥମେ ପ୍ରଭୁ ସୁଦର୍ଶନ ରଥରେ ବିଜେ କରିବା ପରେ ବଡ଼ ଠାକୁର ବଳଭଦ୍ରଙ୍କୁ ପହଣ୍ଡି କରି ଅଣାଯାଇଥିଲା। ୮ଟା ୩୦ରେ ବଳଭଦ୍ର ରଥାରୂଢ଼ ହୋଇଥିଲେ। ସେହିପରି ଦେବୀ ସୁଭଦ୍ରାଙ୍କୁ ୮.୪୦ରେ ରଥରେ ବିଜେ କରାଯିବା ପରେ ମହାପ୍ରଭୁ ଜଗନ୍ନାଥଙ୍କୁ ୮ଟା ୫୫ ମିନିଟ୍‌ରେ ରଥ ଉପରକୁ ଅଣାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top