ଅପରାଧ

ବ୍ରାଉନ ସୁଗର ଚାଲାଣ ଅଭିଯୋଗରେ ୩ ଗିରଫ

Smuggler

ଅନୁଗୁଳ: ବ୍ରାଉନ ସୁଗର ଚାଲାଣ ଅଭିଯୋଗରେ 3 ଗିରଫ । ଗିରଫ 3 ଜଣ ଅନୁଗୁଳ କୁକୁଡାଙ୍ଗ ଗ୍ରାମର ସୁଜ୍ଞାନୀ ଦେହୁରୀ , ତାପସ ନାଏକ ଓ ସୁବ୍ରତ ବାରିକ ।

ପୋଲିସ ସେମାନଙ୍କ ଠାରୁ ପାଖାପାଖି 24 ଗ୍ରାମର ବ୍ରାଉନ ସୁଗର ଜବତ କରିଛି । ଏହା ବ୍ୟତୀତ ସେମାନଙ୍କ ନିକଟରୁ ଏକ ସୁଇଫ୍ଟ ଡିଜେୟାର୍‌ କାର ମଧ୍ୟ ଜବତ କରିଛି ପୋଲିସ । ବ୍ରାଉନ ସୁଗାର ବ୍ୟବସାୟ ପାଇଁ ଏକ କାର ଯୋଗେ ସମ୍ପୃକ୍ତ ଯୁବକମାନେ ନେଉଥିବା କୌଣସି ସୂତ୍ରରୁ ଖବର ପାଇ ଅନୁଗୁଳ ପୋଲିସ ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି

Click to comment

Leave a Reply

Your email address will not be published. Required fields are marked *

Most Popular

To Top