ନ୍ୟୁଜ୍

ହାତୀପଲ ଆକ୍ରମଣରେ ବନବିଭାଗର ୩କର୍ମଚାରୀ ଗୁରୁତର 

elepkant

ଅନୁଗୁଳ: ଅନୁଗୁଳ ଜିଲ୍ଲରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳ ସୁଲେଇପାଳେ ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ ବନବିଭାଗର ୩ କର୍ମଚାରୀ ଗୁରୁତର ହୋଇଛନ୍ତି । ଗୁରୁତରମାନେ ହେଲେ ଫରେଷ୍ଟର ପଦ୍ମଲୋଚନ ସ୍ୱାଇଁ, ହାତୀ ସ୍କାଡ କର୍ମଚାରୀ ଶରତ ବିଶ୍ୱାଳ ଓ ଗଗନ ସାହୁ । ତେବେ ଏହି ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଖମାର ମେଡିକାଲ ଭର୍ତ୍ତି କରାଯାଇଛି ।

ଏହି ଅଞ୍ଚଳରେ କିଛି ଦିନ ହେବ ୧୫ ରୁ ୧୭ଟି ହାତୀପଲ ଥିବା ମଧ୍ୟ ସୂଚନା ରହିଛି । ତେବେ ଏହି ହାତୀପଲଙ୍କ ପାର୍ଦୁଭାବରୁ ବନବିଭାଗ କର୍ମଚାରୀ ମଧ୍ୟ ବର୍ତ୍ତି ପାରୁନଥିବାବେଳେ ସାଧାରଣ ଲୋକଙ୍କ କଥା ନ କହିବା ଭଲ । ଏବେ ଭୟଭୀତ ଅବସ୍ଥାରେ ଅନୁଗୁଳବାସୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top