ଦେଶ

ବରଫ ଅତଡ଼ା ଖସି ତିନି ଯବାନ ସହିଦ…

jammu kashmir army died

ଜାମ୍ମୁକାଶ୍ମୀର: ଜାମ୍ମୁ ଓ କାଶ୍ମୀରରେ ବରଫ ଖସି ଯବନଙ୍କ ମୃତ୍ୟୁ । ଗୋଟିଏ କି ଦୁଇଟି ନୁହେଁ, ବରଫ ଖସିବାରୁ ଏକା ଥରକେ 3 ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ଗତ ୪୮ଘଣ୍ଟା ଧରି ଜାମ୍ମୁ-କାଶ୍ମୀରରେ ବରଫପାତ ଜାରି ରହିଛି । ଳଗାତର ଏହି ବରଫପାତ କାରଣରୁ ଉତ୍ତର କାଶ୍ମୀରରେ ବିଭିନ୍ନ ସ୍ଥାନରେ ହିମସ୍ଖଳନ ହୋଇଥିବା ଦେଖାଯାଇଛି । ଯାହାଫଳରେ ୩ଜଣ ଯବାନ ପ୍ରାଣ ହରାଇଛନ୍ତି । ବହୁ ଯବାନ ଉଦ୍ଧାର ହେବା ସାଙ୍ଗକୁ ଜଣେ ଯବାନ ଏବେ ବି ନିଖୋଜ ରହିଥିବା ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top