ଖେଳ

ଆଜି ଆସିବ ଆଇପିଏଲ ଖେଳସୂଚୀ

ମୁମ୍ୱାଇ : ଆଜି ପ୍ରକାଶ ପାଇବ କ୍ରିକେଟର ମହାକୁମ୍ଭ ଆଇପିଏଲର ଖେଳସୂଚୀ । ଏନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି। ଚଳିତ ଆଇପିଏଲ ସିଜନର ଉଦଘାଟନୀ ମ୍ୟାଚ ସେପ୍ଟେମ୍ୱର 19ରେ ଅନୁଷ୍ଠିତ ହେବ । ଚଳିତ ଆଇପିଏଲ୍ ୟୁଏଇର ୩ଟି ଷ୍ଟାଡିୟମ୍‌ ଦୁବାଇ, ସାରଜା ଏବଂ ଆବୁଧାବିରେ ଖେଳାଯିବ । ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଆଇପିଏଲ ମ୍ୟାଚ ଖେଳାଯିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top