ନ୍ୟୁଜ୍

ଆଜି ଗଣକବି ବୈଷ୍ଣବ ପାଣିଙ୍କ ୧୩୭ତମ ଜନ୍ମ ଜୟନ୍ତୀ

cuttack

କଟକ: ଆଜି ଗଣକବି ବୈଷ୍ଣବ ପାଣିଙ୍କ 137 ତମ ଜନ୍ମ ଜୟନ୍ତୀ । ଏଥିପାଇଁ କଟକ ମାହାଙ୍ଗାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । 1982 ମସିହା କୋଠପଦା ଗାଁରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶା ଗୀତିନାଟ୍ୟ ଜଗତର ମହାନାୟକ ଗଣକବି ବୈଷ୍ଣବ ପାଣି ।

cuttack

ତାଙ୍କର ଏହି ଜନ୍ମ ଜୟନ୍ତୀ ଅବସରରେ ଆଜି ଠାରୁ ମାହାଙ୍ଗାର ବିଭିନ୍ନ ସ୍ଥାନରେ ତାଙ୍କ ଜନ୍ମ ଜୟନ୍ତୀ ପାଳନ କରାଯିବ।  ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସମେସ୍ତ ଗଣକବି ବୈଷ୍ଣବ ଙ୍କ ଜନ୍ମଦିନକୁ ବେଶ୍‌  ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି । ଏନେଇ ବିଭିନ୍ନ ନାଟକ, ସଙ୍ଗିତ କାର୍ଯ୍ୟକ୍ରମ ଆଯୋଜନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top